ଓଡ଼ିଶାରେ ପ୍ରବାହିତ ନଦୀ ସମୂହ
ମହାନଦୀ:

ସମ୍ବଲପୁର ପରଠାରୁ ମହାନଦୀ

ଆଠମଲ୍ଲିକ ପାଖ ମହାନଦୀ କୁଳ
ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ବୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାରବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ,ବିରୁପା, ଦେବୀ,ଦୟା,ଭାର୍ଗବୀ,କୁଶଭଦ୍ରା,ଚିତ୍ରୋତ୍ପଳା,ଧନୁଆ ଓ ଲୁଣୀ ।
Dashing
ReplyDeleteAmazing
ReplyDeleteNice
ReplyDeleteAchhw
ReplyDelete