ବଲାଂଗୀର ଜନସଂଖ୍ୟା।ବଲାଂଗୀର ମେଡିକାଲ କଲେଜ ।ବଲାଂଗୀର ଲୋକଙ୍କ ଅବସ୍ଥା।ଅକ୍ଷାଂଶ ଓ ଦ୍ରାଘିମା

                  ବଲାଙ୍ଗୀର ର ଭୌଗଳିକ ଅବସ୍ଥିତି

ବଲାଙ୍ଗିର ଜିଲ୍ଲାଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହରସବୁ ହେଲେ ଟିଟିଲାଗଡ଼ପାଟଣାଗଡ଼କଣ୍ଟାବାଞ୍ଜିଲୋଇସିଙ୍ଘାସଇଁତଳା, ବେଲପଡା, ତୁଷରା, ଆଗଲପୁର, ଦେଓଗାଁ, ଚୁଡାପାଲି ।

   ଜନସଂଖ୍ୟା ଓ ଅବସ୍ଥିତି।                     
ଦେଶଭାରତ୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨] 
  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
Population (୨୦୧୧)
 • କ୍ରମାଙ୍କଓଡ଼ିଶାରେ ଦଶମ (୧୦/୩୦)
 • ଘନତା251/km2 (650/sq mi)
IST (+୫.୩୦)
ପିନ କୋଡ଼୭୬୭୦୦୧
ତାର (ଏସ୍.ଟି.ଡ଼ି)୦୬୬୫୨
ଗାଡ଼ି ପଞ୍ଜିକରଣbOD-03
୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨] ।
  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

No comments:

Post a Comment

ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ ଲୋକମାନଙ୍କୁ ମାରୁଛି କରୋନାଭାଇରସ୍: ଅଧ୍ୟୟନ

ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ କରୋନାଭାଇରସ୍ ଲୋକମାନଙ୍କୁ ମାରି ପକାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ‘ଫ୍ରଣ୍ଟିୟ...